Download Now Banner

This browser does not support the video element.

ରାୟଗଡା: ଗୁଣପୁର ବିଡ଼ିଓ ଙ୍କ ଟଲଣା ପଞ୍ଚାୟତ କୁ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର କଲେ ତଦାରଖ

Rayagada, Rayagada | Sep 3, 2025
ରାୟଗଡ଼ା ଜିଲ୍ଲା ଗୁଣପୁର ବିଡ଼ିଓ ଆଜି ଟଲଣା ପଞ୍ଚାୟତ କୁ ଗ୍ରସ୍ତ କରି ହାଇସ୍କୁଲ କୁ ପରିଦର୍ଶନ କରିବା ସହ ମିଶନ ଶକ୍ତି ମା ଙ୍କ ସହ ମିଶି ଥିଲେ ପରେ ପିଏମ ଜନ ମନ୍ ଯୋଜନା ର ହିତାଧିକାରୀ ଙ୍କ ଅତି ଶୀଘ୍ର ଘର କାମ ସାରିବାକୁ ନିର୍ଦ୍ଧେଶ ଦେଲେ
Read More News
T & CPrivacy PolicyContact Us