This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀ ଙ୍କ ମୃତ୍ୟୁ, ଉମରକୋଟ ରେ ରାଜରାସ୍ତାରେ ଶବ ରଖି କ୍ଷତି ପୂରଣ ଦାବି
Nabarangapur PS, Nabarangpur | Sep 1, 2025
ଚିକିତ୍ସା ଅବହେଳାରୁ ଗର୍ଭବତୀ ଆଶାକର୍ମୀ ଙ୍କ ମୃତ୍ୟୁ, ରାଜ ରାସ୍ତାରେ ସବ ରଖି ପରିବାରଲୋକେ କ୍ଷତି ପୂରଣ ଦାବି କରିଛନ୍ତି,ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଗୋଟିଏ ଅଭାବନୀୟ ଘଟଣା ପ୍ରସବ ପାଇଁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବଡ଼ବାସନୀ ଗ୍ରାମର ଜଣେ ଆଶାକର୍ମୀ ଦୟମତି ଭତ୍ରା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଯିଏ ଗତକାଲି ପ୍ରଶବ ବେଦନା ହେବାରୁ ଅପରାହ୍ନରେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ