Download Now Banner

This browser does not support the video element.

କଣ୍ଟାମାଳ: ବରଗୋଚ୍ଛା ଗ୍ରାମନିକଟରେ ମାଡି ବସିଲା ବନବିଭାଗ ବାର୍ହା ମାଂସ ସହ କାର ଜବତ ଚାଲାଣକାରି ଜବତ

Kantamal, Boudh (Bauda) | Sep 7, 2025
କାର ରେ ବାର୍ହା ମାଂସ ଚାଲାଣ ବେଳେ ମାଡିବସିଲା ବନବିଭାଗ। ୩୨ କେଜି ବାର୍ହା ମାଂସ ସହ କାର ଜବତ ଚାଲାଣକାରୀ ଗିରଫ । ଗିରଫ ଅଭିଯୁକ୍ତ ବରଗୋଛା ଗ୍ରାମର ପଞ୍ଚନାନ ଡାଙ୍ଗ। ବୋୖଦ୍ଧ ବନଖଣ୍ଡ ମନମୁଣ୍ଡା ରେଞ୍ଜ ପକ୍ଷରୁ ଚାଲିଥିଲା ପେଟ୍ରୋଲଙ୍ଗ । ବରଗୋଛା ଗ୍ରାମ ନିକଟରୁ ବାର୍ହା ଜବତ । କେଉଁଠାରୁ କେଉଁଠିକି ଯାଉଥିଲା ମାଂସ ତାହା ତଦନ୍ତ କରୁଛି ବନ ବିଭାଗ । ସୂଚନା ମୁତବକ ରେଞ୍ଜ ଅନ୍ତର୍ଗତ ଶଗଡା ସେକ୍ସନ ଦେଇ ବାର୍ହା ମାଂସ ଚାଲାଣ ହେଉଥିବା ବନ ବିଭାଗ ଚଢ଼ାଉ I
Read More News
T & CPrivacy PolicyContact Us