This browser does not support the video element.
କେନ୍ଦ୍ରାପଡା: ଅରଡପଲ୍ଲୀ ପଞ୍ଚାୟତର ସମିତି ସଭ୍ୟା ସରିତା ବେହେରାଙ୍କ ଅକାଳ ବିୟୋଗ
Kendrapara, Kendrapara | Apr 2, 2025
ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅରଡପଲ୍ଲୀ ପଞ୍ଚାୟତର ସମିତିସଭ୍ୟା ତଥା ବିଜେପିର ବରିଷ୍ଠ ନେତା ସୁନାକର ବେହେରା ଙ୍କ ଭାଇବୋହୂ ସ୍ୱର୍ଗତଃ ସରିତା ବେହେରାଙ୍କ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲ ରେ ଦେହାନ୍ତ ହୋଇଯାଇଛି l ଆଜି ଦିନ 12 ଟା ସମୟରେ ତାଙ୍କ ଗ୍ରାମର ସ୍ମଶାନ ରେ ତାଙ୍କର ଶେଷକୃତ୍ୟ ସଂମ୍ପନ ବେଳେ ପଟ୍ଟାମୁଣ୍ଡାଇ ବ୍ଳକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ସେଠୀ ପଟ୍ଟାମୁଣ୍ଡାଇ ବ୍ଳକ ର ସରପଞ୍ଚ ସମିତି ସଭ୍ୟ ଓ ବହୁ ନେତୃବୃନ୍ଦ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l