Install App
nuapdanewz
This browser does not support the video element.
ନୂଆପଡା: ବିଜେପି କାର୍ଯ୍ୟାଳୟରେ ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ପୂର୍ବକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
Nuapada, Nuapada | Sep 6, 2025
ଆଜି ସଦର ନୂଆପଡ଼ାର ବିଜେପି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଆସନ୍ତା ଦିନରେ ହେବାକୁ ଥିବା ସେବା ପକ୍ଷ ପାଳନର ପ୍ରସ୍ତୁତିକୁ ନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!