Download Now Banner

This browser does not support the video element.

ଅନୁଗୋଳ: ଥର୍ମାଲ ନିକଟ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର

Anugul, Angul | Aug 25, 2025
ଅନୁଗୋଳ ଜିଲ୍ଲା ଥର୍ମାଲ ନିକଟ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର। ମିଳିଥିବା ଖବର ଅନୁସାରେ ଥର୍ମାଲ ନିକଟ ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କର ମୃତ ଦେହ ପଡ଼ିଥିବା ରେଲୱେ ପୋଲିସ ସୋମବାର ଭୋର୍ ସକାଳ ସମୟରେ ଖବର ପାଇଥିଲା। ଘଟଣା ସ୍ଥଳରେ ତଦନ୍ତ ପରେ ମୃତ ବ୍ୟକ୍ତିଙ୍କ ଘର କନିଆବେଡା ଗ୍ରାମର ମଙ୍ଗରାଜ ନାଏକଙ୍କ ପୁଅ ହେମନ୍ତ କୁମାର ନାଏକ (୩୦) ବୋଲି ସୂଚନା ମିଳିଛି। ରେଲୱେ ପୋଲିସ ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ସୋମବାର ଦିନ ସାଢେ଼ ଗୋଟାଏ ବେଳେ ସୂଚନା
Read More News
T & CPrivacy PolicyContact Us