Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଆରସିଡ଼ି ପଡିଆରେ ଦାଣ୍ଡିଆ ନୃତ୍ୟ ର ଶୁଭାରମ୍ଭ

Nabarangapur PS, Nabarangpur | Sep 30, 2025
ଆରସିଡ଼ି ପଡିଆରେ ଦାଣ୍ଡିଆ ନୃତ୍ୟ ର ଶୁଭାରମ୍ଭ ମା ଦୁର୍ଗା ନକପୂଜାରେ ମହା ଆଡ଼ମ୍ବର ରପାଳିତ ହୁଏ ଦାଣ୍ଡିଆ ନୃତ୍ୟ, ସ୍ଥାନୀୟ ଆରସିଡ଼ି ପଡିଆରେ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ହେଇଥିଲା ଏହି ଦାଣ୍ଡିଅନୃତ୍ୟ ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଈ ଦାଣ୍ଡିଆ ନୃତ୍ୟର ଶୁଭାରମ୍ଭ କରିଥିଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଏବଂ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସାଂସ୍କୃତିକ ଦଳ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ନବରଙ୍ଗପୁର ବିଧାୟକ
Read More News
T & CPrivacy PolicyContact Us