Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦବାଲି ଏନ ଏସି ରେ ଥିବା ମଳପଙ୍କ ପରିଚାଳନା କେନ୍ଦ୍ର ଠାରେ ପ୍ରଶାସନିକ ଗୃହ ର ଶୁଭ ଉଦଘାଟନ କରିଛନ୍ତି ସାଂସଦ ଓ ବିଧାୟକ

Bhadrak Rural, Bhadrak | Aug 31, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏସି ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଚାନ୍ଦବାଲି ଏନ ଏସି ରେ ଥିବା ମଳପଙ୍କ ପରିଚାଳନା କେନ୍ଦ୍ର ଠାରେ ପ୍ରଶାସନିକ ଗୃହର ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ସାଂସଦ ଅଭିମନ୍ୟୁ ସେଠୀ ଙ୍କ ସହିତ ଚାନ୍ଦବାଲି ବିଧାୟକ ଡ଼ ବ୍ଯାମକେଶ ରାୟ। ଉକ୍ତ ଉଦଘାଟନ ଉତ୍ସବରେ ଏନ ଏସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ ଏନ ଏସି ଅଧିକାରୀ ଆଭାଶ ପାଣିଗ୍ରାହୀ ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଆଜି ଦିନ ୨ ଘଟିକା ସମୟରେ ଶୁଭ ଉଦଘାଟନ ହୋଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us