Download Now Banner

This browser does not support the video element.

ସୁନ୍ଦରଗଡ ସହର: ବିଲେଇ ମୁଣ୍ଡା ନିକଟରେ କୋଇଲା ବୋଝେଇ ଟ୍ରଲର ପାଇଁ ରାସ୍ତା ଜାମ, ଫସିଲା ସ୍କୁଲ ବସ

Sundargarh Town, Sundargarh | Aug 22, 2025
ଆଜି ଅଗଷ୍ଟ 22 ତାରିଖ ଶୁକ୍ରବାର ସକାଳ 8:15 ରୁ ତିନି ତିନୋଟି ସ୍କୁଲ ବସ କୋଇଲା ପରିବହନ କରୁଥିବା ଟ୍ରଲର ଚଳାଚଳ ଯୋଗୁଁ ରାସ୍ତା ଜାମରେ ଅଟକି ରହିଛି। ସକାଳ 8:15 ରୁ ଦିନ 11ଟା ପର୍ଯ୍ୟନ୍ତ ଏହି ଜାମ ଅବ୍ୟାହତ ରହିଥିବା ନେଇ ସୂଚନା ମିଳିଛି। ଗୋଟିଏ ପଟେ ଲଗାଣ ବର୍ଷା ଅନ୍ୟପଟେ ବିଦ୍ୟାଳୟରେ ପହଞ୍ଚି ନ ପାରି ବସ ମଧ୍ୟରେ ଥିବା ସ୍କୁଲ ଛାତ୍ର ଛାତ୍ରୀ ମାନେ ହଇରାଣ ହୋଇଥିବା ଜଣା ପଡ଼ିଛି। ଲୋକଙ୍କ ଯିବା ଆସିବା ରାସ୍ତାରେ ଏହି ଟ୍ରଲର ଚାଳନା କରିବାକୁ ମନା ଥିବା ବେଳେ , ଏପରିକି ସ୍କୁଲ ଯିବା ଆସିବା ସମୟରେ ନୋ ଏଣ୍ଟ୍ରି ପ୍ରଶାସନ ଆଡୁ ଘୋଷଣା ହୋଇଥିବା ବେଳେ ଏହି ଟ୍ରଲର ଚାଳକ ମାନେ
Read More News
T & CPrivacy PolicyContact Us