Download Now Banner

This browser does not support the video element.

ଲାଞ୍ଜିଗଡ: ଓଡ୍ରି ମାଲିଗାଁ ମୁଖ୍ୟ ରାସ୍ତାର କେନ୍ଦୁମୁଣ୍ଡି ନିକଟରରେ ମଝି ରାସ୍ତାରେ ଅଚଳ ହେଲା ଟ୍ରକ, ଯାତାୟାତ ବାଧାପ୍ରାପ୍ତ

Lanjigarh, Kalahandi | Aug 26, 2025
ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଥୁଆମୁଳ ବ୍ଳକ ଅଧୂନସୁ ଓଡ୍ରି ଠାରୁ ମାଲିଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କେନ୍ଦୁମୁଣ୍ଡି ନିକଟରେ ଏକ ପାମ ଚାରା ବୋଝେଇ ଟ୍ରକ ମଝି ରାସ୍ତାରେ ଅଚଳ ହେଇ ପଡିଥିଲା ​​. ତେଣୁ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଇଥିଲା। ପଶ୍ଚିମ ଓଡିଶାର ଗଣ ପର୍ବ ନୁଆଁଖାଇ ଏବଂ ଗଣେଷ ପୂଜା ଥିବାରୁ ଲୋକେ ନିଜ ନିଜ ଗାଁକ ଫେରିବା ପାଇଁ ବ୍ୟଗ୍ର ଥିବା ବେଳେ ରାସ୍ତା ମଝିରେ ଟ୍ରକଟି ଅଚଳ ହେଇ ପଡିବାଭୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲ ।
Read More News
T & CPrivacy PolicyContact Us