This browser does not support the video element.
ତଲସରା: ବଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଧୁମଧାମରେ ପାଳିତ
Talasara, Sundargarh | Aug 27, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ପାଳିତ ହୋଇଛି। ମୁଖ୍ୟତଃ ବଡ଼ଗାଁ ବସ୍ତି ଦେବ ମଣ୍ଡପ,ବଜାର ଦାଣ୍ଡ, ଭଣ୍ଡାର ପଡ଼ା, ବନ୍ଧଢିପା କ୍ଳବ ବଡ଼ଗାଁ ବସଷ୍ଟାଣ୍ଡ ପ୍ରମୁଖ ବିଭିନ୍ନ ସ୍ଥାନରେ ମେଢ଼ ଆକର୍ଷଣୀୟ ହୋଇଛି। ଏହି ଅବସରରେ ବ୍ଳକ ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଳିତ ହୋଇଛି।