This browser does not support the video element.
ରେଙ୍ଗାଲି: ଅଇଁଠାପାଲି ଥାନା ଅନ୍ତର୍ଗତ ସିଂପାଲି ଅଞ୍ଚଳରେ ପୁଅ ମାଡ଼ ରେ ବାପ ଆହତ
Rengali, Sambalpur | Jun 2, 2025
ଅଇଁଠାପାଲି ଥାନା ଅନ୍ତର୍ଗତ ସିଂପାଲି ଅଞ୍ଚଳରେ ବାପାକୁ ମାରିଲା ପୁଅ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 8 ଟା ସମୟରେ କୈଳାଶ ଓରାମ ନାମକ ଜଣେ ବ୍ୟକ୍ତି ଘରେ ଥିବା ବେଳେ ତାଙ୍କ ପୁଅ ଘରକୁ ଆସିଥିଲା l ଘରକୁ ଆସି କୌଣସି ଏକ କାରଣକୁ ନେଇ ତାଙ୍କ ବାପାଙ୍କ ସହ ଝଗଡା ହୋଇଥିଲା l କୈଳାସଙ୍କ ପୁଅ ରାଗି ଯାଇ ତାଙ୍କୁ ଏକ ବେଟେନ ରେ ତାଙ୍କ ମୁଣ୍ଡକୁ ମାରି ଦେଇଥିଲା l ଯାହାଫଳରେ କୈଳାଶ ଆହତ ହୋଇଥିଲେ l କିଛି ଲୋକ ତାଙ୍କୁ ଅଇଁଠାପାଲି ଥାନା ନେଇଥିଲେ l ପୋଲିସ କୈଳାଶଙ୍କ ଚିକିତ୍ସା କରାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l