Download Now Banner

This browser does not support the video element.

ଅନୁଗୋଳ: ଟାଉନ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Anugul, Angul | Aug 30, 2025
ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧୂକରଣ, ଅନୁଗୋଳର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ତରଫରୁ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କମଳାକାନ୍ତ ନାୟକ, ସଚିବ, ଜିଲ୍ଲା ଆଇନସେବା ପ୍ରାଧୂକରଣ, ଅନୁଗୋଳ, ଉପବିଭାଗୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ଅନୁଗୋଳ ଶ୍ରୀଯୁକ୍ତ ବନିଲ କୁମାର ଖଟାଇ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ଅନୁଗୋଳ ଆର୍ଯ୍ୟ ଏ ଶ୍ବରିୟା ଆଚାର୍ଯ୍ୟ ଓ ଡ. ସରିତା ମହାରଣା, ଜି
Read More News
T & CPrivacy PolicyContact Us