Download Now Banner

This browser does not support the video element.

ବଡସାହି: ତାଳପଦା ବାଳିକା ହାଇସ୍କୁଲର ୩୬ତମ ପ୍ରତିଷ୍ଠାଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି

Barsahi, Mayurbhanj | Aug 24, 2025
ବଡସାହି ଉପକଣ୍ଠ ତାଳପଦାସ୍ଥିତ ବାଳିକା ହାଇସ୍କୁଲର ୩୬ତମ ପ୍ରତିଷ୍ଠାଦିବସ ସମାରୋହ ଅବସରରେ ରବିବାର ଅପରାହ୍ନ ୪ଟାରେ ମୁଖ୍ୟଅତିଥିଭାବେ ଯୋଗଦେଲେ ବଡସାହି ନିର୍ବାଚନମଣ୍ଡଳୀର ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଵକ୍ତା ଭାବେ ରଣଜିତ କୁମାର ଦାଶ, ସୁବାସିନୀ ପତି, ସୁଦର୍ଶନ ପଣ୍ଡା, ଦେବେନ୍ଦ୍ରନାଥ ବେହେରା, ମହେଶ୍ୱର ସେନାପତି, ବାଘରାୟ ମାଝୀ, ଲକ୍ଷ୍ମୀନାରାୟଣ ସେନାପତି ପ୍ରମୁଖ ମଞ୍ଚାସିନ ଥିଲେ l
Read More News
T & CPrivacy PolicyContact Us