Install App
pintumedia
This browser does not support the video element.
ଖଲ୍ଲିକୋଟ୍: ସାନ ଘାଟି ଓ ହରିଡ଼ାମୂଳ ଠାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ର ଚଢ଼ାଉ; ୫୫ କିଲୋ ଗଞ୍ଜେଇ ସହ ୩ ଟି କାର ଜବତ, ୬ ଜଣ ଗିରଫ
Khalikote, Ganjam | Sep 11, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନ ଘାଟି ଓ ହରିଡ଼ାମୂଳ ଠାରେ ଆଜି ସକାଳ ପ୍ରାୟ ୭ ଟା ସମୟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ କରି ୫୫ କିଲୋ ଗଞ୍ଜେଇ ସହ ୩ ଟି କାର, ଗୋଟିଏ ସ୍କୁଟି, ୮ ଟି ମୋବାଇଲ ଫୋନ କୁ ଜବତ କରିବା ସହ ୬ ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ଗିରଫ ଯୁବକ ମାନଙ୍କୁ ଅପରାହ୍ନ ସାଢ଼େ ୩ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ଡ଼ିଏସଇ ଶ୍ରୁତିକାନ୍ତ ରାଉତ ସୂଚନା ପ୍ରଦାନ କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!