Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଛତାବେଡା ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ସୂଚନା ଅନୁଯାୟୀ

Nabarangapur PS, Nabarangpur | Sep 12, 2025
ଛତାବେଡା ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ସୂଚନା ଅନୁଯାୟୀ ଅରୁଣ ଦେବନାଥ ନାମକ ଜଣେ ଯୁବକ ବାଇକ ଯୋଗେ ଯାଉଥିବା ବେଳେ ଛତାବେଡା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କର ଧକ୍କା ହେଇଥିଲା ଫଳରେ ସେ ତଳେ ପଡି ତାଙ୍କ ଗୋଡ଼ ସହ ଶରୀର ର ବିଭିନ୍ନ ଜାଗାରେ ପ୍ରବଳ କ୍ଷତ ସୃଷ୍ଟି ହେଇଛି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଇଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରେଇଛନ୍ତି
Read More News
T & CPrivacy PolicyContact Us