Download Now Banner

This browser does not support the video element.

କଣ୍ଟାମାଳ: ବାଉଁଶୁଣୀ ବାଘନଦୀ ପୋଲ ଉପରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

Kantamal, Boudh (Bauda) | Jun 5, 2025
ଗୁରୁବାର ରାତିରେ ଜାତୀୟ ରାଜପଥ ନଂ 57 ର ବାଉଁଶୁଣୀ ବାଘ ନଦୀ ପୋଲ ଉପରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ଖବର ପାଇ ବାଉଁଶୁଣୀ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା l
Read More News
T & CPrivacy PolicyContact Us