Install App
bidyut318
This browser does not support the video element.
ଛେଣ୍ଡିପଦା: କୁଶକିଳା ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ
Chhendipada, Angul | Aug 17, 2025
ଅନୁଗୋଳ ଜିଲ୍ଲା ଜରପଡା ଥାନା କୁଶକିଳା ଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ନେଇ ରବିବାର ଅପରାହ୍ନ ୩ ଘଟିକା ସମୟରେ ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ କୁଶକିଳା ଗ୍ରାମର କୃଷ୍ଣ ଚନ୍ଦ୍ର ବିଶ୍ୱାଳ ବୋଲି ଜଣାପଡିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!