Download Now Banner

This browser does not support the video element.

କେନ୍ଦୁଝର ସହର: ବିଭିନ୍ନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ସମୀକ୍ଷା କଲେ ଦରବାର ହଳ ଠାରେ କୃଷି ନିର୍ଦ୍ଦେଶକ

Kendujhar Town, Kendujhar | Sep 10, 2025
କୃଷି ଭିତ୍ତିକ କାର୍ଯ୍ୟକ୍ରମ ର ସମୀକ୍ଷା କଲେ କୃଷି ନିର୍ଦ୍ଦେଶକ* ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କୃଷି ନିର୍ଦ୍ଦେଶକ, ଓଡିଶା ଶ୍ରୀଯୁକ୍ତ ଶୁଭମ ସକସେନା ଆଜି ପୂର୍ବାହ୍ନରେ ସ୍ଥାନୀୟ ଦରବାର ହଲ ଠାରେ ବିଭିନ୍ନ କୃଷି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକର ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କେନ୍ଦୁଝର ଶ୍ରୀଯୁକ୍ତ ସତ୍ୟବାନ ସୋରେନ ସ୍ଵାଗତ ଭାଷଣ ଦେବା ସହିତ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କୃଷି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ । ଉପ ଉଦ୍ୟାନକୃଷି ନିର୍ଦେଶକ ଶ୍ରୀଯୁକ୍ତ ସୌମେନ୍ଦ୍ର
Read More News
T & CPrivacy PolicyContact Us