Install App
newsjajpur9124
This browser does not support the video element.
ଯାଜପୁର: ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ ନିକଟରେ ବାଇକ ସହିତ ବାଇକ ଧକ୍କା,ଜଣେ ଆହତ,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
Jajapur, Jajpur | Sep 13, 2025
ଯାଜପୁର ରୋଡ ଥାନା ବସଷ୍ଟାଣ୍ଡ ନିକଟରେ ବାଇକ ସହିତ ବାଇକ ଧକ୍କା,ଜଣେ ଆହତ,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି l ସ୍ଥାନୀୟ ଅଞ୍ଚଳର ଜନୈକ ଶ୍ରମିକ ବାଇକରେ ବସଷ୍ଟାଣ୍ଡ ଆଡେ ଯାଉଥିଲେ l ହଠାତ ବସଷ୍ଟାଣ୍ଡ ନିକଟରେ ଅପରପକ୍ଷରୁ ଏକ ବାଇକ ଆସି ଶ୍ରମିକଙ୍କ ବାଇକ କୁ ଧକ୍କା ଦେଇଯାଇଥଲା l ଫଳରେ ଶ୍ରମିକ ଜଣଙ୍କ ବାଇକରୁ ପଡି ଆହତ ହେଇଥିଲେ l ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ପହଂଚି ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!