This browser does not support the video element.
ମୋହନା: ମୋହନା ହାଇସ୍କୁଲ ଛକ ରେ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
Mohana, Gajapati | Sep 25, 2025
ମୋହନା ହାଇସ୍କୁଲ ଛକ ରେ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ। ଆଜି ମୋହନା ସ୍ଥିତ ଶ୍ରୀ ଗଣେଶ ବଣିକ ସଙ୍ଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ଦିନ ୧୨ ଘଣ୍ଟ ସମୟରେ ଶୁଭଖୁଣ୍ଟ ସ୍ଥାପନ କରାଯାଇଛି। ଏହି ପୂଜା ଦୀର୍ଘ ୧୩ ବର୍ଷ ଧରି ବଣିକ ସଙ୍ଘ କରି ଆସୁଥିବା ବେଳେ ଚଳିତ ବର୍ଷ ଧୁମ ଧାମ ରେ କରାଯିବା ନେଇ ନିଷ୍ପତି ନିଆଯାଇଛି ସଙ୍ଘ ପକ୍ଷରୁ। ଏହି ଶୁଭ ଖୁଣ୍ଟି ସ୍ଥାପନ ରେ ପୂଜାରୀ ନାରାୟଣ ପଣ୍ଡା ଓ କର୍ତ୍ତା ଭାବେ ବୃନ୍ଦାବନ ସାମ