Download Now Banner

This browser does not support the video element.

ମୋହନା: ବିଜେପି ମୋହନା ମଣ୍ଡଳ ପକ୍ଷରୁ କେରାଖାଲ ଓ ଲୁହାଗୁଡ଼ି ଗ୍ରାମରେ ବୃକ୍ଷ ରୋପଣ

Mohana, Gajapati | Sep 20, 2025
ବିଜେପି ମୋହନା ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଜନ୍ମ ଦିବସ ଉପଲକ୍ଷେ ୧୭ ସେପ୍ଟେମ୍ବର ଠାରୁ ୦୨ ଅକ୍ଟୋବର ପର୍ଯ୍ୟନ୍ତ ସେବାପକ୍ଷ ମୋହନା ମଣ୍ଡଳ ରେ ଜାରି ରହିଛି। ଏହି ସେବାପକ୍ଷ ପ୍ରତ୍ୟକ ବୁଥ୍ ରେ ସ୍ଵଚ୍ଛତା ଅଭିଯାନ, ମା ଙ୍କ ନାମ ରେ ଗୋଟିଏ ଗଛ, ଦିବ୍ୟାଗଂ ଓ ପ୍ରତିଷ୍ଠିତ ବ୍ୟକ୍ତି ଙ୍କୁ ସମ୍ମାନିତ , ଦିନ ଦୟାଲ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ ଆଦି କାର୍ଯ୍ୟକ୍ରମ କରାଯାଉଛି। ଯାହାକୁ ନେଇ ଆଜି ଦିନ ଦୁଇ ଘଣ୍ଟ ସମୟରେ ମୋହନା ମଣ୍ଡ
Read More News
T & CPrivacy PolicyContact Us