Install App
belpahar_update
This browser does not support the video element.
ଝାରସୁଗୁଡା: ସାଲେଟିକ୍ରା ବିଜୁ ଏକ୍ସପ୍ରେସ ୱେରେ ନିକଟରେ ଜଣେ ରାତ୍ରୀଜଗୁଆଳି ଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ
Jharsuguda, Jharsuguda | Aug 27, 2025
ଝାରସୁଗୁଡା ଜିଲ୍ଲା ସାଲେଟିକ୍ରା ବିଜୁ ଏକ୍ସପ୍ରେସ ୱେରେ ନିକଟରେ ଜଣେ ରାତ୍ରୀଜଗୁଆଳି ଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ l ଗିରଫ ଅଭିଯୁକ୍ତମାନେ ମନୋଜ ବାରିକ, ସୁନୀଲ ୟାଦବ, ସୁରଜ ପଞ୍ଚମ, ଶିବମ ପାଶ୍ବାନ ବୋଲି ଏୟାରପୋର୍ଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ସନ୍ଧ୍ୟା ୬ ଟା ରେ ସୂଚନା ଦେଇଛି ପୋଲିସ l
Share
Read More News
T & C
Privacy Policy
Contact Us
Your browser does not support JavaScript!