This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ନୂଆପଡା ଉପ ନିର୍ବାଚନ ପାଇଁ ଗଠିତ ଜୋନାଲ କମିଟି ରେ ନବରଙ୍ଗପୁର ର ପୂର୍ବତନ ସାଂସଦ ପ୍ରଦୀପ ମାଝୀ
Nabarangapur PS, Nabarangpur | Oct 8, 2025
ନୂଆପଡା ଉପ ନିର୍ବାଚନ ପାଇଁ ଗଠିତ ଜୋନାଲ କମିଟି ରେ ନବରଙ୍ଗପୁର ର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନବରଙ୍ଗପୁର ଜିଲ୍ଲାର ଜଣେ ଲଢୁଆ ନେତା ଶ୍ରୀ ପ୍ରଦୀପ ମାଝୀ ଙ୍କୁ ରାଜ୍ୟ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକ ଦେଇଛନ୍ତି ଗୁରୁ ଦାୟିତ୍ୱ ଆଗକୁ ନୂଆପଡା ରେ ହେବାକୁଥିବା ଉପ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ଏକ ଜୋନାଲ ଟିମ ଗଠନ କରିଛନ୍ତି, ଏହି ଟିମ ରେ ସ୍ଥାନ ପାଇଛନ୍ତି ନବରଙ୍ଗପୁର ର ପୂର୍ବତନ ସାଂସଦ ତଥା ଜିଲ୍ଲା ର ଜଣେ ଟାଣୁଆ ନେତା ଶ୍ରୀ ପ୍ରଦୀପ ମାଝୀ, ଏ ଖବର ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି