Download Now Banner

This browser does not support the video element.

ଯାଜପୁର: ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପାର୍ଥୀ ବିପୁଳ ବିଜୟକୁ ନେଇ ମୂଳପାଳରେ ଶୁଭେଚ୍ଛା ଜଣାଇଲେ ରାଜ୍ୟ ବିଜେପି ସଭାପତି

Jajapur, Jajpur | Sep 10, 2025
ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପାର୍ଥୀ ବିପୁଳ ବିଜୟକୁ ନେଇ ମୂଳପାଳରେ ଶୁଭେଚ୍ଛା ଜଣାଇଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ଗତକାଲି ଉପ ରାଷ୍ଟ୍ରପତି ନିର୍ବାଚନ ଶେଷ ହେଇଛି l ଏହି ନିର୍ବାଚନରେ ଏନଡିଏ ସମର୍ଥିତ ପାର୍ଥୀ ବହୁ ଭୋଟ ବ୍ୟବଧାନରେ ବିଜୟୀ ହେଇଛି l ସେପଟେ ଏହି ବିଜୟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ
Read More News
T & CPrivacy PolicyContact Us