Download Now Banner

This browser does not support the video element.

କେନ୍ଦୁଝର ସଦର: ଶାଳବେଡା ରେ ପଥର ଖଣିବନ୍ଦ କରିବା ପାଇଁ ଜିଲାପାଳଙ୍କୁ ଦାବିପତ୍ର

Kendujhar Sadar, Kendujhar | Jan 7, 2025
ଆଜି ୪ ଟାରେ ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲା ଘଟଗାଁ ତହସିଲ ଅଧ୍ଵନସ୍ଥ ପଣ୍ଡାପଡା,ଧରାପଡା ଓ ହରିଚନ୍ଦନପୁର ତହସିଲ ଅନ୍ତର୍ଗତ ଶାଳବେଡା ବାସିନ୍ଦା ଶାଳପଡା ପଥର ଖଣି ବନ୍ଦ କରିକୁ ଆଜି ଜିଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ଜାତୀୟ ରାଜପଥ-୨୦ ର ଠିକାଦାର ଏସ୍.ଆର୍.ଏସ୍ କଂଟ୍ରକ୍ସନ ଙ୍କୁ ଖଣି ଅଧିକାରୀ କେନ୍ଦଝର ଏକ କ୍ବାରୀ ପ୍ରଦାନ କରିଥିବା ବେଳେ ବାରମ୍ବାର ବ୍ଲାଷ୍ଟିଂ କରି ପଥର ଫଟାଜିବା ହେତୁ ଏହି ଅଞ୍ଚଳ ରେ ବସବାସ କରୁଥିବା ୨୦୦ ରୁ ଉର୍ଦ୍ଧ ଜୁଆଙ୍ଗ ପରିବାର ଙ୍କ ଘର ଫାଟିଯିବା ହେତୁ ଆତଙ୍କିତ ଅଛନ୍ତି ଅଞ୍ଚଳବାସୀ। କମ୍ପାନୀ ରାସ୍ତାରେ ବଡ ବଡ ହାଇୱା ଗ
Read More News
T & CPrivacy PolicyContact Us