Install App
publicnewskoraput
This browser does not support the video element.
କୋରାପୁଟ ସହର: କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ପୁର୍ବତନ ସାଂସଦଙ୍କ ମାଁ ଙ୍କ ସ୍ଵାସବସ୍ତା ପଚାରି ବୁଝିଲେ କଂଗ୍ରେସ ଜିଲ୍ଲା ସଭାପତି
Koraput Town, Koraput | Sep 29, 2025
ପୁର୍ବତନ ସାଂସଦ ଝିନ୍ନ ହିକକା ମାଁ ଙ୍କ ସ୍ଵାସ୍ଥ୍ୟ ଗୁରୁତର ହେବାରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନ ୪ଟା ସମୟରେ କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ରୁପକ ତୁରୁକ ମେଡିକାଲ ଯାଇ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଜିଲ୍ଲା ସଭାପତି ସହ ପୁର୍ବତନ ବିଧାୟକ ନିମାଇଁ ସରକାର ସହ କଂଗ୍ରେସ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!