Download Now Banner

This browser does not support the video element.

ଆସିକା: ଜୋକବନ୍ଧ ସହି ନିକଟ ଜୁଆ ଆଡ୍ଡା ରେ ପୋଲିସ ର ଚଢ଼ାଉ,ନଗଦ ୧୦୦୫୦ ଟଙ୍କା ସହ ୫ଗିରଫ

Asika, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା ଆସିକା ଏନଏସି ୱାର୍ଡ ନମ୍ବର 15 ସ୍ଥିତ ଜୋକବନ୍ଧ ସାହି ନିକଟ ଜୁଆ ଆଡ୍ଡା ଉପରେ ଚଢ଼ାଉ କାରି ପୋଲିସ କୁ ମିଳିଛି ସଫଳତା l ୫ ଯୁଆଡ଼ି ଙ୍କ ସହ ୫ଟି ମୋବାଇଲ ଫୋନ ଏବଂ ନଗଦ ୧୦୦୫୦ ଟଙ୍କା ଜବତକରିଛି ପୋଲିସ l ବିଶେଷ ସୂତ୍ରରୁ ଖବରପାଇ ଆସିକା ପୋଲିସ ଜୋକବନ୍ଧ ସାହି ନିକଟରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା l
Read More News
T & CPrivacy PolicyContact Us