This browser does not support the video element.
ବାଣପୁର: କଉଡ଼ି ଖଣି ଠାରେ ବାଇକ ଦୁର୍ଘଟଣା, ଚାଳକ ଆହତ,
Banapur, Khordha | Aug 28, 2025
ଆଜି ସନ୍ଧ୍ୟା ୭ ଟା ସମୟରେ ହୋଇଛି ଦୁର୍ଘଟଣା, ଦୁର୍ଘଟଣା ରେ ବାଇକ ଚାଳକ ଆହତ ହୋଇଛନ୍ତି, ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଅଛି,