Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସଦର ଥାନା ଅଂଚଳର ଜଣେ ଖବର କାଗଜ ବିକ୍ରେତା ସାଇବର ଠକେଇ ର ଶିକାର ହୋଇଛନ୍ତି

Jharsuguda, Jharsuguda | Sep 3, 2025
ଝାରସୁଗୁଡା ସଦର ଥାନା ଅଂଚଳର ଜଣେ ଖବର କାଗଜ ବିକ୍ରେତା ସାଇବର ଠକେଇ ର ଶିକାର ହୋଇଛନ୍ତି l ଠକେଇର ଶିକାର ହୋଇଥିବା ଖବର କାଗଜ ବିକ୍ରେତା ଗତକାଲି ସାଇବର ହେଲ୍ପଲାଇନ୍‌ରେ ଅଭିଯୋଗ କରିଥିବା ବେଳେ ଆଜି ଝାରସୁଗୁଡା ସଦର ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାୟୀ ଖବର କାଗଜ ରେ ଲିଫ୍‌ଲେଟ୍‌ ବାଣ୍ଟିବା ପାଇଁ ତାଙ୍କୁ ଜଣେ ବ୍ୟକ୍ତି ଫୋନ କରି ବାଣ୍ଟି ଦେବା ପାଇଁ ଅନୁରୋଧ କରିବା ସହ ବିକ୍ରେତା ୨ ହଜାର ଟଙ୍କା ପଠାଇବାକୁ ଥିବା ବେଳେ ୨୦ ହଜାର ଟଙ୍କା ପଠାଇଥିବା ନେଇ ଏକ ସ୍କ୍ରିନ୍ ସର୍ଟ ପଠାଇଥିଲା l
Read More News
T & CPrivacy PolicyContact Us