Download Now Banner

This browser does not support the video element.

ବାଣପୁର: ମା କାଳିଜାଇ ଙ୍କର ଅଜ୍ଞାମାଳ ଧରି ବାଣପୁର ର ମୁଖ୍ୟ ମନ୍ଦିର କୁ ବିଜେ କଲେ ମା ଭଗବତୀ,,

Banapur, Khordha | Aug 31, 2025
ଆଜି ସକାଳ ୧୦ ଟା ସମୟରେ ବିଜେ କରିଛନ୍ତି, ମାଭଗବତୀ ଫେରିବା ବାଟରେ ମାଙ୍କୁ ଭକ୍ତ ମାନେ କରିଥିଲେ ପୂଜାର୍ଚନା,, ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିଲା ବ୍ୟାପକ ବ୍ୟବସ୍ତା,
Read More News
T & CPrivacy PolicyContact Us