Download Now Banner

This browser does not support the video element.

ପାଟଣାଗଡ: ଝାକ୍ରିପାଳି ରେ ବାପା ଙ୍କ କଥା ସହିନପାରି କଲେଜ ଛାତ୍ରୀ ପିଜୁଳି ଗଛରେ ଫାଶୀ ଲଗାଇ କଲା ଆତ୍ମହତ୍ୟା

Patnagarh, Balangir | Sep 1, 2025
ଲାଠୋର ଥାନା ଅନ୍ତର୍ଗତ ଝାକ୍ରିପାଳି ରେ ଗତକାଲି ରାତିରେ ନାରାୟଣ ମାଝୀଙ୍କ ସାନ ଝିଅ ଗଣେଶ ବିସର୍ଜନ ସମୟରେ ହସଖୁସିରେ ନାଚି ଥିଲା ।ଏହାକୁ ନାରାୟଣ ନାପସନ୍ଦ କରି ତାଗିଦ କରିଥିଲେ ।ଝିଅ ତାହା ସହିନପାରି ଏକ ପିଜୁଳି ଗଛରେ ଫାଶୀଲଗାଇ ଆତ୍ମହତ୍ୟା କରିଛି ।ପୋଲିସ ଘଟଣାର ଖବର ପାଇଁ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ସୋମବାର ମଧ୍ୟାହ୍ନରେ ଶବବ୍ୟାବଛେଦ କରି ପରିବାର ଙ୍କୁ ହସ୍ତାନ୍ତର କରିଛନ୍ତି ।
Read More News
T & CPrivacy PolicyContact Us