This browser does not support the video element.
କେନ୍ଦ୍ରାପଡା: କଟକ-ଚାନ୍ଦବାଲି ରାସ୍ତାର ସଲାର ମଠ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ଡିଜେ ଗାଡି
Kendrapara, Kendrapara | Sep 3, 2025
କଟକ-ଚାନ୍ଦବାଲି ରାସ୍ତାର ସଲାର ମଠ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ଡିଜେ ଗାଡି l ଗାଡି ଟି କୁଆଡେ ଯାଉଥିବା ଜଣାପଡିନଥିଲେ ମଧ୍ୟ ସମ୍ଭବତ ଗଣେଷ ଭସାଣିରେ ଅଂଶଗ୍ରହଣ କରିବା ପାଇଁ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି l ତେଵେ ଅଳ୍ପକେ ଗାଡି ଚଲାଉଥିବା ଡ୍ରାଇଭର ବର୍ତ୍ତୀ ଯାଇଛନ୍ତି l