Download Now Banner

This browser does not support the video element.

ବୌଦ୍ଧ ସଦର: ହରଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମ ପଞ୍ଚାୟତ ପରିଦର୍ଶନ କଲେ ଜିଲ୍ଲାପାଳ

Baudh Sadar, Boudh (Bauda) | Sep 12, 2025
ଶୁକ୍ରବାର ଦିନ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ନାୟକ କେଳାକଟା ନୋଦାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଣିପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ସେହିପରି ରାଧା ନଗର, ମଥୁରା ଓ ସାମ୍ପୋଚ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ଏକ ପେଡ ମା କେ ନାମ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଥିଲେ |
Read More News
T & CPrivacy PolicyContact Us