Download Now Banner

This browser does not support the video element.

ରାୟଗଡା: କାଶୀପୁର ବ୍ଲକର ଦୋରାଗୁଡା ଥାନା ଅନ୍ତର୍ଗତ ଡି. କରାଳ ଗାଁ ନିକଟରେ ଯୁବକଙ୍କୁ ହତ୍ୟା

Rayagada, Rayagada | Sep 13, 2025
କାଶୀପୁର ବ୍ଲକର ଦୋରାଗୁଡା ଥାନା ଅନ୍ତର୍ଗତ ଡି. କରାଳ ଗାଁ ନିକଟରେ ଯୁବକଙ୍କୁ ହତ୍ୟା। ଗତ କାଲି ଶୁକ୍ରବାର ବିଳମ୍ବିତ ରାତିରେ ଘଟଣା ଘଟିଛି। ଶନିବାର ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us