Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ସରକାରୀ କଲେଜ ପରିସରରେ ପାଗଳ କୁକୁର କାମୁଡ଼ାରେ ଚାରି ଜଣ ଛାତ୍ରଙ୍କ ସହ ଜଣେ ଅଧ୍ୟାପିକା ଆହତ

Anugul, Angul | Sep 3, 2025
ବୁଧବାର ଦିନ ପାଗଳ କୁକୁର କାମୁଡ଼ାରେ ୪ ଜଣ ଛାତ୍ର ଓ ଜଣେ ଅଧ୍ୟାପିକା ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ବୁଧବାର ସକାଳେ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ଏକ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ ୪ ଜଣ ଛାତ୍ର ଏବଂ ଜଣେ ଅଧ୍ୟାପିକା ଙ୍କୁ କାମୁଡି ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଏନସିସି ଛାତ୍ର ଥିବା ଜଣାପଡ଼ିଛି। ସେମାନେ ହେଲେ ଆଦିତ୍ୟ ନାରାୟଣ ପ୍ରଧାନ, ଆଶିତୋଷ ମହାପାତ୍ର, ସତ୍ୟବ୍ରତ ଲୁହା, ଓ ଅନ୍ୟ ଦୁଇ ଜଣ ଙ୍କ ନାମ ଜଣାପଡିନାହିଁ। ପ୍ରତ୍ୟେକ ଦିନ ଜିଲ୍ଲା ରେ କୁକୁର କାମୁଡ଼ା ବୃଦ୍ଧି ପାଇଥିବା ବେଳ
Read More News
T & CPrivacy PolicyContact Us