Download Now Banner

This browser does not support the video element.

ଉମରକୋଟ: ସାଇକେଲ ଯୋଗେ ଉମରକୋଟରୁ କେଦାରନାଥକୁ ଯାତ୍ରା କରିବେ ୪ ଜଣ ଯୁବକ

Umarkote, Nabarangpur | May 25, 2024
ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୱାର୍ଡ ନଂ 8ର ଚାରିଜଣ ଯୁବକ ହରିବର ହରିଜନ, ଗୋବିନ୍ଦ ନାୟକ, ଛବି ହରିଜନ, ଖଗପତି ମାହାରା ସାଇକେଲ ଯୋଗେ ଉମରକୋଟ ଠାରୁ କେଦାରନାଥ ଶିବ ଦର୍ଶନ କରିବାକୁ 1600କିଲୋମିଟର ଯାତ୍ରା କରିବା ପାଇଁ ମନ ବଳେଇ ଥିବା ଦେଖିବାକୁ ମିଳିଛି!ଚାରିଜଣ ଯୁବକ ଚାରୋଟି ଉଦେଶ୍ୟ ଯଥା କେଦାରନାଥ ଦର୍ଶନ, ପ୍ରକୃତି ସଂରକ୍ଷଣ, ସ୍ୱଚ୍ଛ ଭାରତ ମିଶନ ଓ ହିନ୍ଦୁତ୍ୱ ଜାଗରଣ କୁ ନେଇଁ କେଦାରନାଥ ଦର୍ଶନ କରିବାକୁ ବାହାରିଛନ୍ତି
Read More News
T & CPrivacy PolicyContact Us