Download Now Banner

This browser does not support the video element.

ଧର୍ମଗଡ: ଜଙ୍ଗଲରେ ଜାଳେଣି ସହ ବାଉଁଶ କରଡି ସଂଗ୍ରହ ବେଳେ କାମୁଡିଲା ସାପ, ବରଗାଁର ଜଣେ ଗୁରୁତର

Dharamgarh, Kalahandi | Aug 26, 2025
ମଙ୍ଗଳବାର ସାପ କାମୁଡାରେ ଗୁରୁତର ଜନୈକ ବ୍ୟକ୍ତିଙ୍କୁ ସଂଧ୍ୟା ୭ଟା ବେଳେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ବରଗାଁର ଡମ୍ବରୁଧର ପୁଝାରୀ ନାମକ ଜନୈକ ବ୍ୟକ୍ତି ମଙ୍ଗଳବାର ନିକଟସ୍ତ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧୁନସ୍ଥ ବଡ଼ ଡଙ୍ଗରରେ ଜାଳେଣି ସହ ବାଉଁଶ କରଡି ସଂଗ୍ରହ କରୁଥିବା ବେଳେ ସାପ କାମୁଡି ଦେଇଥିଲା ।
Read More News
T & CPrivacy PolicyContact Us