This browser does not support the video element.
ଅନୁଗୋଳ: ଅନ୍ତୁଳିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଡ଼୍ରାଇଭର ଦିବସ ପାଳିତ
Anugul, Angul | Sep 1, 2025
ଆଜି ସେପ୍ଟେମ୍ବର ୧ ଓଡିଶା ଡ୍ରାଇଭର ମହାସଂଘର ଡ୍ରାଇଭର ଦିବସ। ଅନ୍ତୁଳିଆ ଗ୍ରାମପଞ୍ଚାୟତର ଡ୍ରାଇଭର ଭାଇମାନେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଡ୍ରାଇଭର ଦିବସ ପାଳନ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଡ୍ରାଇଭର ଭାଇମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦେଶରେ ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟ ହେଉ, କୃଷି ସମ୍ବନ୍ଧୀୟ କାର୍ଯ୍ୟ ହେଉ, କୌଣସି ରୋଗୀଙ୍କୁ ମେଡିକାଲ ନେବାର ହେଉ, ଦେଶରେ ସୁରକ୍ଷା କଥା ହେଉ, ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ କଲେଜକୁ ସୁରକ୍ଷିତ ଭାବରେ ନେଇ ପହଞ୍ଚିବା କଥା ହେଉ, ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ସମସ୍ତ କାର୍ଯ୍ୟରେ ପ