Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନା ଅନ୍ତର୍ଗତ ସର୍କିଟ ହାଉସ ରାସ୍ତାରେ ହଜିଯାଇଥିବା ଏକ ବ୍ୟାଗକୁଧନୁପାଲି ପୋଲିସ ପ୍ରକୁତ ମାଲିକକୁ କଲା ହସ୍ତାନ୍ତର

Sambalpur M, Sambalpur | Sep 7, 2025
ଧନୁପାଲି ଥାନା ଅନ୍ତର୍ଗତ ସର୍କିଟ ହାଉସ ରାସ୍ତାରେ ହଜିଯାଇଥିବା ଏକ ବ୍ୟାଗକୁ ଆଜି ଧନୁପାଲି ପୋଲିସ ବ୍ୟାଗ ର ପ୍ରକୁତ ମାଲିକଙ୍କୁ ଫେରାଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କିଛି ଯୁବକ ଏକ କ୍ୟାମେରା ବେଗ ସର୍କିଟ ହାଉସ ରାସ୍ତାରେ ଛାଡି ଚାଲି ଯାଇଥିଲେ l ତେବେ ପରବର୍ତ୍ତୀ ସମୟରେ ଯୁବକ ମାନେ ପୁଣି ସେହି ସ୍ଥାନକୁ ଆସି କ୍ୟାମେରା ବେଗ ଖୋଜିଥିଲେ ତାହା ମିଳିନଥିଲା l ଏନେଇ ଏକ ମୌଖିକ ଅଭିଯୋଗ କରିଥିଲେ ଧନୁପାଲି ଥାନାରେ l ଆଜି ଧନୁପାଲି ପୋଲିସ ଉକ୍ତ ବ୍ୟାଗକୁ ଖୋଜି ବାହାର କରିବା ସହ ବ୍ୟାଗ ର ପ୍ରକୁତ ମାଲିକଙ୍କୁ ମଧ୍ୟ ହସ୍ତାନ୍ତର କରିଛି l ବ୍ୟାଗ ଟି ପାଇ ମାଲିକ ପୋଲିସ କ
Read More News
T & CPrivacy PolicyContact Us