Download Now Banner

This browser does not support the video element.

କବିସୂର୍ଯ୍ୟନଗର: ସହରରେ ଥିବା ବୃନ୍ଦାବତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଇ ସୁରେନ୍ଦ୍ର ଦିବ୍ୟଦୃଷ୍ଟି ଯୋଜନାରେ ଚକ୍ଷୁ ପରୀକ୍ଷା ଅନୁଷ୍ଠିତ

Kabisuryanagar, Ganjam | Aug 26, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ରେ ଥିବା ବୃନ୍ଦାବତୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସିମାଞ୍ଚଳ ପାଣି ଙ୍କ ଅଧ୍ୟକ୍ଷତା ରେ ସାଇ ସୁନ୍ଦର ଦିବ୍ୟ ଦୃଷ୍ଟି ଯୋଜନା ଆନୁକୂଲ୍ୟରେ ଛାତ୍ର ଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି. ଏହି ବିଦ୍ୟାଳୟ ର ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଡାକ୍ତର ଚକ୍ଷୁ ପରୀକ୍ଷା କରାଇଥିଲେ. ଆଜିର ଏହି କାର୍ଯ୍ୟକ୍ରମ କବିସୂର୍ଯ୍ୟନଗର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ, ସହ ଗୋଷ୍ଠୀ ଶିକ୍ଷା ଅଧକାରୀ ଉପସ୍ଥିତ ଥିଲେ.
Read More News
T & CPrivacy PolicyContact Us