Download Now Banner

This browser does not support the video element.

ଦେବଗଡ: ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ ରକ୍ତଦାନ ଶିବିର

Debagarh, Debagarh (Deogarh) | Aug 23, 2025
ଦେବଗଡ ପ୍ରଜାପିତା ବହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ଆଜି ଦିନ ପ୍ରାୟ ୨ ଟା ପର୍ଯ୍ୟନ୍ତ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରାଜୟୋଗିନୀ ଦାଦି ପ୍ରକାଶ ମଣୀ ଜିଙ୍କ ୧୮ ତମ ପୁଣ୍ୟ ସ୍ମୃତି ଦିବସ ଉପଲକ୍ଷେ ଆୟୋଜିତ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ବ୍ରହ୍ମକୁମାରୀ ଭଉଣୀ ନମିତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ସଂଜିବ ଅଗ୍ରୱାଲ ଏବଂ ଦେବଗଡ ରକ୍ତଭଣ୍ଡାରର ଡାକ୍ତର ଗଙ୍ଗୋତ୍ରୀ ନାୟକ ଫିତାକାଟି ଉଦଘାଟନ କରିଥିଲେ ।
Read More News
T & CPrivacy PolicyContact Us