Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବରିଷଣ ଓ ଭାଲିଆକଣରେ ବେଆଇନ କରତକଳରେ ଭିଜିଲାନ୍ସର ରେଡ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଜବତ

Cuttack M Corp PS, Cuttack | Aug 26, 2025
କଟକ ଜିଲ୍ଲା ନିଆଳି ଥାନା ଅର୍ନ୍ତଗତ ବରିଷଣ ଓ ଭାଲିଆକଣ ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ଦୁଇଟି ବେଆଇନ କରତକଳରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ଫରେଷ୍ଟ ୱିଂ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ମଙ୍ଗଳବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଚଢ଼ାଉ କରାଯାଇ ଦୁଇଟି କରତକଳ ଜବତ କରାଯାଇଛି। ଏହା ସହିତ ୧୭ ଲକ୍ଷ ୨୯ ହଜାର ଟଙ୍କାର ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି। ତେବେ ଭିଜିଲାନ୍ସ ଚଢ଼ାଉ ସମୟରେ ଫେରାର ହୋଇଯାଇଥିଲେ କରତକଳରେ କାମ କରୁଥିବା କର୍ମଚାରୀ।
Read More News
T & CPrivacy PolicyContact Us