Download Now Banner

This browser does not support the video element.

ପିପିଲି: ୬ଦଫା ଦାବି ନେଇ କଳା ବ୍ୟାଚ ପିନ୍ଧି ପିପିଲି ପ୍ରେସ କ୍ଳବ ସାମ୍ବାଦିକଙ୍କ ପିପିଲି ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

Pipili, Puri | Mar 15, 2024
ଶୁକ୍ରବାର ଦିନ ୧ଘଟିକା ସମୟରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ସାମ୍ବାଦିକ ସଂଘ ଆନୁକୂଲ୍ୟରେ କଳାବ୍ୟାଚ ପିନ୍ଧି ପିପିଲି ପ୍ରେସ କ୍ଳବ ର ସାମ୍ବାଦିକମାନେ ପ୍ରତିବାଦ ଜଣାଇଥିଲେ । ୬ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ନେଇ ସାମ୍ବାଦିକ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ପ୍ରତିବାଦ ଜଣେଇଥିବାର ସୂଚନା ମିଳିଛି ।
Read More News
T & CPrivacy PolicyContact Us