Download Now Banner

This browser does not support the video element.

ବଡଚଣା: ନରସିଂହ ପୁର ଛକକୁ ବିଧାୟକଙ୍କ ଗସ୍ତ,ବଜାର ବିକାଶକୁ ନେଇ ଵେବସାୟୀଙ୍କ ସହିତ କଲେ ଆଲୋଚନା

Badachana, Jajpur | Aug 30, 2025
ନରସିଂହ ପୁର ଛକକୁ ବିଧାୟକଙ୍କ ଗସ୍ତ,ମାର୍କେଟର ବିକାଶକୁ ନେଇ ଵେବସାୟୀଙ୍କ ସହିତ କଲେ ଆଲୋଚନା l ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତେକ ମାର୍କେଟର ବିକାଶ ପାଇଁ ଆରମ୍ଭ ହେଉଛି ବିଭିନ୍ନ ଯୋଜନା l ଏହାକୁ ଦୃଷ୍ଟରେ ରଖି ପ୍ରତେକ ମାର୍କେଟର ବିକାଶ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ l ଶ୍ରୀ ସାହୁ ଆଜି ଉତ୍ତରପ୍ରତାପ ପଂଚାୟତ ନରସିଂହ ମାର୍କେଟ ଛକରେ ପହଂଚିଥିଲେ l ଏଥିସହିତ ଏହି ମାର୍କେଟର କିଭଳି ବିକାଶ ହେବ ସ୍ଥାନୀୟ ଵେବସାୟୀଙ୍କ ସହିତ ଆଲୋଚନା କରିଛନ୍ତି l
Read More News
T & CPrivacy PolicyContact Us