Download Now Banner

This browser does not support the video element.

ଦେବଗଡ: ନାଉଲିପଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ରିଆମାଳ ବ୍ଲକ ସ୍ତରୀୟ ସମୂହ କ୍ରୀଡ଼ା ଚୟନ ଉଦଘାଟିତ

Debagarh, Debagarh (Deogarh) | Sep 11, 2025
ରିଆମାଳ ବ୍ଲକ ସ୍ତରୀୟ ସମୂହ କ୍ରୀଡ଼ା ଚୟନ ଗୁରୁବାର ନାଉଲିପଡ଼ା ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଉଦଘାଟିତ ହୋଇଯାଇଛି।ଉଦଘାଟନୀ ଦିବସରେ ସନ୍ଧ୍ୟା ପ୍ରାୟ ୫ ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ଅନୁଷ୍ଠିତ ହୋଇଥିଲା । ରିଆମାଳ ଗୋଷ୍ଠୀ ଶିକ୍ଷା କାର‌୍ୟ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଖେଳକୁଦ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିଆମାଳ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କାଲୋ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ନୀରିକ୍ଷକ ପଦ୍ମିନୀ ମହାପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ।
Read More News
T & CPrivacy PolicyContact Us