Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ବାରଣାସୀ ଗଲେ ବରିଷ୍ଠ ନାଗରିକ,ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ
Bhubaneswar M Corp, Khordha | Sep 10, 2025
ଭୁବନେଶ୍ୱର ରେଲୱେ ଷ୍ଟେସନରୁ ବାରଣାସୀ ଗଲେ ବରିଷ୍ଠ ନାଗରିକ,ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ | ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ଆଜି 1.35ରେ ଭୁବନେଶ୍ବର ରେଳ ଷ୍ଟେସନ ରୁ ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କୁ ନେଇ ଆଯ୍ୟୋଧ ବାରାଣସୀ ଅଭିମୁଖେ ବାହାରିଚି ସ୍ଵତନ୍ତ୍ର ଟ୍ରେନ। ଭୁବନେଶ୍ୱରରେ ଷ୍ଟେସନରେ ଏଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡ଼ା ପତକା ଦେଖାଇ ଶୁଭାରମ୍ଭ କରିଚନ୍ତି। ମୋଟ ୭୭୫ ଜଣଙ୍କୁ ନେଇ ବାହାରିଛି ଟ୍ରେନ।
Share
Read More News
T & C
Privacy Policy
Contact Us
Your browser does not support JavaScript!