Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଗାନ୍ଧୀ ନଗର ଛକରେ ବିଦ୍ୟୁତ ଖୁଣ୍ଟ ର ତାର ରେ ହଟାତ ଲାଗିଲା ନିଆଁ

Nabarangapur PS, Nabarangpur | Sep 3, 2025
ଗାନ୍ଧୀ ନଗର ଛକରେ ବିଦ୍ୟୁତ ଖୁଣ୍ଟ ର ତାର ରେ ଲାଗିଲା ନିଆଁ ଆଜି ସକାଳେ ଗାନ୍ଧୀ ନଗର ଛକ ସ୍ଥିତ ଏକ ବିଦ୍ୟୁତ ଖୁଣ୍ଟ ଥିବା ବିଦ୍ୟୁତ ତାର ରେ ହଟାତ ନିଆଁ ଲାଗିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ ସ୍ଥାନୀୟ କାଉନସିଲର ଶ୍ର ଅମିତ ପ୍ରଧାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ସେ ନିଆଁ ଲାଗିଥିବା ଖବର ବିଭାଗୀୟ ଯନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ତୁରନ୍ତ ବିଦ୍ୟୁତ ଵିଭାଗ ର କର୍ମଚାରୀ ମାନେ ପହଂଚି ବିଦ୍ୟୁତ ସରବରାହ ବନ୍ଦ କରିଥିଲେ ଫଳରେ ନିଆଁ ଆଉ ବ୍ୟାପି ନଥିଲା, ବିଦ୍ୟୁତ ଖୁଣ୍ଟ ନିକଟରେ ବହୁ ଦୋକାନ ଗୁଡିକ ଥିଲା ଯଦି ନିଆଁ ବ୍ୟାପି ଥାନ୍ତା ତ ବହୁତ କ୍ଷତି ହୋଇଥାନ୍ତା
Read More News
T & CPrivacy PolicyContact Us