Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚାନ୍ଦାବାଲି ବିଧାୟକ ଚାନ୍ଦାବାଲି ରେ ଗଣନାଥ ଙ୍କ ବିଭିନ୍ନ ପୂଜାମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି

Bhadrak Rural, Bhadrak | Aug 27, 2025
ଚାନ୍ଦାବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଚାନ୍ଦବାଲି ରେ ଗଣନାଥ ଙ୍କ ବିଭିନ୍ନ ପୂଜାମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି, ଆଜି ସଂଧ୍ୟା 7 ଘଟିକା ରେ ଚାନ୍ଦବାଲି ଅଂଚଳ ରେ ଅନେକ ମେଢ଼ ବୁଲିଥିଲେ,ସାଙ୍ଗରେ 2 ନଂ ଜୋନ ର ଜିଲ୍ଲା ପରିସଦ ସଦସ୍ୟ ରଞ୍ଜନ ସାହୁ ଙ୍କ ସହ ଦଳୀୟ କର୍ମୀ ଓ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ
Read More News
T & CPrivacy PolicyContact Us