This browser does not support the video element.
କେନ୍ଦୁଝର ସଦର: ବାଡପଡ଼ା , ଜ୍ୟୋତିପୁର , ପଡ଼ୁଆ , ପାରୁଡ଼ି ପୋଷି , ବର୍ଦ୍ଧନା ,ଆଦି ଅଞ୍ଚଳରେ ୧୮ ଟିକିଆ ହାତୀ ପଲ ପ୍ରବେଶ କରିବା ନେଇ ସୂଚନା
Kendujhar Sadar, Kendujhar | Jan 5, 2025
ଆଜି ପ୍ରାୟ ୭.୨୫ ସମୟ ରେ ୧୮ ଟିକିଆ ହାତୀପଲ ବାଡପଡ଼ା , ଜ୍ୟୋତିପୁର , ପଡ଼ୁଆ , ପାରୁଡ଼ିପୋଷି , ବର୍ଦ୍ଧନା ଆଦି ଅଞ୍ଚଳରେ ଥିବା ମେରମେନ୍ଦା ନାଳ ପାର ହୋଇ ପ୍ରାୟ ୭.୨୫ ରେ ୧୮ ଟିକିଆ ହାତୀ ପଲ ପ୍ରବେଶ କରୁଥିବା ବେଳେ ପାଖ ଲାଗି କି ଯେତେ ଗାଁ ଜଙ୍ଗଲ ନିକଟରେ ଅଛି ସେଇ ଅଞ୍ଚଳର ବାସିନ୍ଦା ଏକା ବାହାକୁ ନବାହାରିବା ପାଇଁ ବନ ବିଭାଗ ଦ୍ଵାରା ସତର୍କ କରାଯାଇଛି। ଏହା ସହ ହାତୀ ପଲଙ୍କ ଉପରେ ନଜର ରଖି ସ୍ଥାନୀୟ ଲୋକଙ୍କ ସହ ମିଶି ହାତୀ ପାଲଙ୍କୁ ଘଉଡାଉ ଥିବା ନେଇ ସୂଚନା ମିଳିଛି